ପ୍ରଥମ ଥର ପାଇଁ ଲାଲ ଚୌକର ଐତିହାସିକ ଘଣ୍ଟା ଘର ଉପରେ ଉଡ଼ିଲା ତିରଙ୍ଗା

ନୂଆଦିଲ୍ଲୀ: ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ଲେଖିଛନ୍ତି, ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭକାମନା। ଜୟ ହିନ୍ଦ୍! ଏଥିସହିତ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଶ୍ରୀନଗରର ଲାଲ ଚୌକର ଐତିହାସିକ ଘଣ୍ଟା ଘର ଉପରେ ତ୍ରିରଙ୍ଗା ଉଡ଼ା ଯାଇ ସଲାମି ଦିଆଯାଇଛି। ଏଥିସହିତ … Continue reading ପ୍ରଥମ ଥର ପାଇଁ ଲାଲ ଚୌକର ଐତିହାସିକ ଘଣ୍ଟା ଘର ଉପରେ ଉଡ଼ିଲା ତିରଙ୍ଗା